Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo StudioSital Sasthi | The Divine Wedding of Lord Shiva & Parvati |
OdishaJune 21, 2026

Sital Sasthi | The Divine Wedding of Lord Shiva & Parvati |

Broadcast Summary & Description

ସୀତଳ ଷଷ୍ଠୀ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଲୋକପର୍ବ, ଯେଉଁଥିରେ ଭଗବାନ ଶିବ ଓ ମା' ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳନ କରାଯାଏ। ଏହି ଡକ୍ୟୁମେଣ୍ଟାରୀରେ ସୀତଳ ଷଷ୍ଠୀର ପରମ୍ପରା, ସଂସ୍କୃତି, ଶୋଭାଯାତ୍ରା ଏବଂ ଆଧ୍ୟାତ୍ମିକ ମହତ୍ତ୍ୱକୁ ଉପସ୍ଥାପନ କରାଯାଇଛି। #SitalSasthi#SitalSasthi2026 #OdishaFestival #ShivaParvati #OdiaDocumentary #Sambalpur#OdishaCulture #LordShiva#MaaParvati