Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo Studioଗୁପ୍ତେଶ୍ୱର ମନ୍ଦିର | Odisha's Hidden Spiritual Wonder |
OdishaJune 18, 2026

ଗୁପ୍ତେଶ୍ୱର ମନ୍ଦିର | Odisha's Hidden Spiritual Wonder |

Broadcast Summary & Description

ଗୁପ୍ତେଶ୍ୱର ମନ୍ଦିର, କୋରାପୁଟ ଜିଲ୍ଲାର ଏକ ପ୍ରସିଦ୍ଧ ଶୈବ ପୀଠ। ପ୍ରାକୃତିକ ଗୁମ୍ଫା ମଧ୍ୟରେ ବିରାଜମାନ ଭଗବାନ ଶିବଙ୍କ ଏହି ପବିତ୍ର ଧାମ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ଡକ୍ୟୁମେଣ୍ଟାରୀରେ ଜାଣନ୍ତୁ ଗୁପ୍ତେଶ୍ୱରର ଇତିହାସ, ପୌରାଣିକ କଥା, ଧାର୍ମିକ ମହତ୍ତ୍ୱ ଓ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ। #GupteshwarMahadev #Koraput #OdishaTourism#TravelOdisha#HarHarMahadev