Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo StudioDahibara Divas | କଟକ ପ୍ରସିଦ୍ଧ Dahibara Aloodum | Famous Street Food |
OdishaMarch 1, 2026

Dahibara Divas | କଟକ ପ୍ରସିଦ୍ଧ Dahibara Aloodum | Famous Street Food |

Broadcast Summary & Description

Dahibara Divas ହେଉଛି କଟକରେ ପାଳିତ ହେଉଥିବା ଏକ ବିଶେଷ ଖାଦ୍ୟ ଉତ୍ସବ, ଯେଉଁଠାରେ ପ୍ରସିଦ୍ଧ Dahibara Aloodum ର ସ୍ୱାଦ ଓ ପରମ୍ପରାକୁ ଉତ୍ସବ ଭାବେ ପାଳନ କରାଯାଏ। ଏହି ଭିଡିଓରେ ଆପଣ ଦେଖିବେ Cuttackର ଦହିବରା ଦିବସ ଉତ୍ସବ, ଲୋକମାନଙ୍କ ଉତ୍ସାହ, ଏବଂ ଓଡ଼ିଶାର ଖାଦ୍ୟ ସଂସ୍କୃତିର ଏକ ଅଲଗା ଚିତ୍ର। Watch the grand celebration of Odisha’s most loved street food and its emotional connection with the people. #DahibaraDivas #TasteofOdisha #DahibaraAloodum #Cuttack #OdishaFood #FoodFestival #IncredibleIndia