Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo Studio“ଗଣିତରେ ଶିଶୁ ସଫଳତାର ମନ୍ତ୍ର—Abacus' | Importance of Abacus in Mathematics|
OdishaJanuary 12, 2026

“ଗଣିତରେ ଶିଶୁ ସଫଳତାର ମନ୍ତ୍ର—Abacus' | Importance of Abacus in Mathematics|

757views
23

Broadcast Summary & Description

DU Public Schoolରେ Abacus ପରୀକ୍ଷା ସଫଳତାର ସହ ଆୟୋଜିତ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। Abacus ଶିଶୁମାନଙ୍କର ଗଣନା କୌଶଳ, ସ୍ମୃତିଶକ୍ତି, ଏକାଗ୍ରତା ଓ ତୀବ୍ର ଚିନ୍ତନକୁ ବିକାଶ କରେ। ଏହି ଭିଡିଓରେ Abacus ଶିକ୍ଷାର ଗୁରୁତ୍ୱ ଓ ଶିଶୁ ଶିକ୍ଷାରେ ଏହାର ଭୂମିକାକୁ ଉପସ୍ଥାପନ କରାଯାଇଛି। DU Public School Abacus exam Abacus importance Abacus for kids Mental maths Student development School education Odisha Abacus training Child brain development #Abacus #AbacusExam #DUPublicSchool #StudentDevelopment #MentalMaths #OdiaEducation #SchoolNews #DUTimesOdisha